Thumbnail for Natia Comedy Part 556 || Bhima Thu Baki Khaile Piesa by utkal cartoonworld

Natia Comedy Part 556 || Bhima Thu Baki Khaile Piesa

utkal cartoonworld

13m 7s1,041 words~6 min read
YouTube auto captions
Transcript source

YouTube auto captions

This transcript was extracted from YouTube's auto-generated caption track. The transcript below is server-rendered so it can be read, searched, cited, and shared without opening the original YouTube player.

Timestamped outline
Pull quotes
[0:41]ଇସ କହିଦେଲୁ ନା ଭୀମା ଭାଇ ଗଲା ଗଲା ସବୁ ସରିଗଲା। ଆରେ ମୋ କହିବା କଥା କଣ ମୁଁ କୁଆଡେ ପଳଉଛି ନା ଟଙ୍କା ଟା କୁଆଡେ ପଳଉଛି?
[2:30]ଆରେ ସୁକୁଟା ବରା ଦି'ଟା ଦେଲୁ ଖାଇବା ଛଣା ଲଙ୍କା ସହିତ ବିଟ ଲୁଣ ଟିକେ। ନାଇଁ ନାଇଁ ପିସା ବରା ଆଉ ନାହିଁ ସରିଗଲାଣି। ଆରେ କେଡେ ବଡ କଥା କହିଲୁନୁ ସରିଗଲାଣି ଆଁ। ଆରେ ଖୋଟା କରୁଛୁ ନା କଣ?
[2:30]ଆରେ ଡାଲେରେ ପରା ବରା ଆଉ ଚୁପ୍ ସିଙ୍ଗଡା ତା ସହିତ ଗୋଲ ଗୋଲ ଗୋଲ ଗୋଲ ଗୁଲଗୁଲା ଅଛି ମୁଁ ନା କଣ କରୁଛି?
[4:24]ଆରେ ଡାଙ୍ଗୁ ତୁ ତ ପକା ବକଲିଆ ଟା ସବୁ କୁ ଜାଣି ଦଉଛୁ। କଥା କଣ କି ଯିଏ ଆଗ ଦି'ଟା ବଡା ଖାଇବ ମୁଁ ତାକୁ ୧୦ ଟଙ୍କା ଦେବି। କହିଲା କହିଲା କହିଲା ଏ ପିଇସା କହିଲା କହିଲା କହିଲା ଓ ପିଇସା କହିଲା କହିଲା କହିଲା। ଆରେ ତମେ ସବୁ ଖାଇବ ନା ଆଉ କାହା ପାଇଁ ନଉଛ?
Use this transcript
Related transcript hubs

[0:32]ଏ ବଡା ଦି'ଟା ଖାଇ ଦେଇକି ଘରକୁ ଯିବା

[0:41]ଖାଲି ବଡା ସବୁଦିନ ଖାଉଛୁ ହେଲେ ବାକି ଟଙ୍କା ଟା ଯଦି ଦେଇ ଦିଅନ୍ତି କେ? ଇସ କହିଦେଲୁ ନା ଭୀମା ଭାଇ ଗଲା ଗଲା ସବୁ ସରିଗଲା। ଆରେ ମୋ କହିବା କଥା କଣ ମୁଁ କୁଆଡେ ପଳଉଛି ନା ଟଙ୍କା ଟା କୁଆଡେ ପଳଉଛି? ଆରେ ପଇସା ଟା ବଡ କଥା ନୁହଁ ସମ୍ପର୍କ ଟା ବଡ କଥା ଆରେ ଆଜି ନହେଲେ କାଲି ଦେଇଦେବି। ଖାଲି ତ କଣ କଣ ହେ ବାପା ଶୁଣ ତୋର ଏଇ କଥା ଶୁଣି ଶୁଣି ମୋ ବାପା ଆର ପାରିକି ଚାଲିଗଲେଣି। ମୁଁ ତୋରି ସେଠି ଗାଈ ଯାଇ ଆସୁଛି ଆହୁରି ପୁଣି କାଲି ଆଉ ଭିମା ଭାଇ ଆସୁଛି ଆଜି କାଲି ଦେଇଦେବି ପଇସା ଟା ବଡ କଥା ନୁହେଁ। ସମ୍ପର୍କ ଟା ବଡ କଥା।

[1:57]କେଡେ କୁରୁକ୍ଷଣ ଲୋକଟା ଦେଖିଲୁଣି ଯେତେବେଳେ ଟଙ୍କା ମାଗିଲି କାଲି ଦେବି କହିକି ଖାଇ ଦେଇକି ପଳଉଛି। କଣ କହୁଛ କି ବାପା ମୁଁ ଦୋକାନକୁ ଯାଉଛି। ଶୁଣ ସୁକୁଟା ଯିଏ ସେ ପିଇସା ଯଦି ଦୋକାନକୁ ଆସିବ ତାକୁ ଜମା କିଛି ଦବୁନି। ବାକି ଖାଇ ଖାଇ ପେଟଟାକୁ ବଢେଇ ଦେଲାଣି। ହେଲେ ହାତ ବଢେଇକି ଟଙ୍କା ଟା କେବେ ଦଉନି।

[2:30]ଆରେ ସୁକୁଟା ବରା ଦି'ଟା ଦେଲୁ ଖାଇବା ଛଣା ଲଙ୍କା ସହିତ ବିଟ ଲୁଣ ଟିକେ। ନାଇଁ ନାଇଁ ପିସା ବରା ଆଉ ନାହିଁ ସରିଗଲାଣି। ଆରେ କେଡେ ବଡ କଥା କହିଲୁନୁ ସରିଗଲାଣି ଆଁ। ଆରେ ଖୋଟା କରୁଛୁ ନା କଣ? ଆରେ ଡାଲେରେ ପରା ବରା ଆଉ ଚୁପ୍ ସିଙ୍ଗଡା ତା ସହିତ ଗୋଲ ଗୋଲ ଗୋଲ ଗୋଲ ଗୁଲଗୁଲା ଅଛି ମୁଁ ନା କଣ କରୁଛି? ନାଇଁ ନାଇଁ ସେଗୁଡାକୁ ଅନ୍ୟମାନେ ଖାଇବେ ତମକୁ ଦେଇ ହବନି। ଆଗ ଟଙ୍କା ଟା ଦିଅ ତାପରେ ଦେବି। ଏ ହେ ହେ ସୁକେଇ ଆରେ ତୁ ସେ ସରେ ଏଇଆ କହି ପାରିଲୁ ଏ ବାପ ରେ। ଆଜି କହିପାଲୁନି ଏ ବାପରେ ପାତାଳ ତୁ ଫାଟି ଯା ମୁଁ ତଳକୁ ପଶିଯାଏ। ଆରେ ମୋ ଘର ପାଖରେ ବା ବିର ସାଉ ଦୋକାନ ମୁଁ ସେଠିକି ନ ଯାଇ ମୁଁ ତୋ ବାକୁ ମୋ ଆଣ୍ଠୁ ଗୋଇଠିରେ ଯନ୍ତ୍ରଣା ତଥାପି ମୁଁ ଚାଲିକି ପଳେଉଛି। ଆରେ ମୁଁ କଣ ପାଇଁ ତୋ ଦୋକାନକୁ ଆସିଛି ଜାଣିଛୁ?କାରଣ ପଇସା ଟା ବଡ କଥା ନୁହେଁ ବାପା। ସମ୍ପର୍କ ଟା ବଡ କଥା।ତୋ ବାପା ଯଦି ଏଇ ଦୋକାନରେ ବସନ୍ତା ମତେ କୋଳରେ ବସେଇ ମତେ ଦି'ଟା ବଡା ଖୁଏଇ ମୋ ଗାଲକୁ କହନ୍ତା ଗୁନୁ ଗୁନୁ। ହେଲେ ତୁ ଏଡେ ବଡ କଥା ଟା କହିଦେଲୁ ଛି। ସେଇ ବାପା ହିଁ ତ ମନା କରିଛନ୍ତି ତମକୁ କିଛି ଦବାକୁ। ଆରେ ବେପାର ରେ ସମ୍ପର୍କ ନୁହେଁ ଟଙ୍କା ଟା ବଡ। ତମେ ଖାଇ ଖାଇକି ଦୋକାନରେ ୨୦୦୦ ଟଙ୍କାର ବାକି କରି ସାରିଲଣି ପୁଣି ବାକି ଖାଇବାକୁ ପଳେଇ ଆସିଲୁ ହୁଁ। ଆଁ କେତେ ଟୋଟାଲ ତ ୨୦୦୦ ହେଇଛି। ଆରେ ମୁଁ କୁଆଡେ ପଳଉଛି ନା ଘର ଭାଙ୍ଗିକି ତୁ କୁଆଡେ ପଳଉଛୁ। ଆରେ ଆଜି ଦେଇନି କାଲି ଦେବି କାଲି ଦେଇନି ପର ଦିନ ଦେବି ଆଜି ପର ଦିନ ଦେଇନି ତା ପର ଦିନ ଦେବି ନା ଟୋଟାଲ ନେଇନି ଦେବି। ତମ କାଲି ମୁଁ ବହୁତ ଦେଖିଛି ମୁଁ ଦେବିନି ତମକୁ ବରା। ତ ଦବୁନି ତ ଦବୁନି ତ ଠିକ ଅଛି ହା। ତେବେ କୁଷ୍ଟ ତାହେଲେ ମୁଁ ପଳଉଛି।

[4:14]ବରା ତ ଖାଇବାକୁ ଇଚ୍ଛା ହେଉଛି। ଏ ବେଳା ମାନେ ଯୋଉ ଖାଉଛନ୍ତି ତାଙ୍କ ଦ୍ବାରା ଟିକେ ଖାଇ ଦବା।

[4:24]କଣ ହେଲା ପିଇସା ଆମକୁ ଏମିତି କଣ ଦେଖୁଛ? ଆ ଭଲ ହଉ ଆରେ ତୋ ବାପା ମତେ ପିଇସା ଡାକିବ ତାହା ସଙ୍ଗେ ତୁ ବି ମତେ ପିଇସା ଡାକିବୁ। ତୋ ବାପା ରେ ପିଇସା ତୋ ବୋଉ ରେ ପିଇସା ତୁ ଖୁଡୀ ରେ ପିଇସା ତୁ ଜେଜେ ରେ ପିଇସା ଆଉ ଆମ ପରିବାର ରେ ମୁଁ ବଡ ପିଇସା। ମାଳୁଣି କହିଲୁ ଗୁନୁ ଗୁନୁ ଓ ପିସା ହେଲେ ଆମ ଖାଇବା ଠୋ ଲାଗୁ ତମେ ଏମିତି କାହିଁକି ଚାହିଁଛ କଉନ? ଆରେ ଡାଙ୍ଗୁ ତୁ ତ ପକା ବକଲିଆ ଟା ସବୁ କୁ ଜାଣି ଦଉଛୁ। କଥା କଣ କି ଯିଏ ଆଗ ଦି'ଟା ବଡା ଖାଇବ ମୁଁ ତାକୁ ୧୦ ଟଙ୍କା ଦେବି। କହିଲା କହିଲା କହିଲା ଏ ପିଇସା କହିଲା କହିଲା କହିଲା ଓ ପିଇସା କହିଲା କହିଲା କହିଲା। ଆରେ ତମେ ସବୁ ଖାଇବ ନା ଆଉ କାହା ପାଇଁ ନଉଛ? ଆରେ ସୁକୁଟା ମାମୁଁ ତମେ ଜଲ୍ଦି ଜଲ୍ଦି ବଡା ଦେଲ ଯିଏ ଆଗ ଖାଇବ ତାକୁ ପିଇସା ୧୦ ଟଙ୍କା ଦେବେ।

[5:21]ଆ ନିଅ ବା କିଛି କଣ ହେଲା ପିଇସା ଏଇଟା କଣ ଥିଲା? ଏ ବାକ ଡୁ ତୁ ବୁଧେ ବୁଝିପାରିଲୁନି ମୁଁ କହିଲି ଯିଏ ଆଗ ଦି'ଟା ବଡା ଖାଇବ ମୁଁ ତାକୁ ୧୦ ଟଙ୍କା ଦେବି। ଯେହେତୁ ମୁଁ ବଡା ଖାଇଲି ୧୦ ଟଙ୍କା ଟି ମୋର।

[5:55]ତମେ ଚାରିଟା ବୋକା ବନିଗଲ ନା ତା କଥାରେ। ହଉ ମୋ ଟଙ୍କା ଟା ଆଗ ମତେ ଦେଇଦିଅ।

[6:09]ଭଲା ଉ ପିଇସା ଆମକୁ ପୁରା ଠକିଦେଲେ। ହଉ ଠିକ୍ ଅଛି ବ୍ୟସ୍ତ ହୁଅନି ଆମେ ବି ତାକୁ ଟିକେ ଧରିବା।

[6:39]ହେଲେ ୟେ ରେ ଦେଖି ଦେଲାଣି ଆଉ ଏ ଟଙ୍କା ଆଣିବ। ଏ କଣ କରିବି କଣ କରିବି କଣ କରିବି?

[6:53]ଏ ଛି ଛି ରେ ଧନୀ ଛି ଆରେ କେଡେ ଅଭଦ୍ର ଅସଭ୍ୟ ନନସେନ୍ସ ଇଡିଅଟ ବାସ୍କେଟ ସୁଟକେସ ଟା କରେ। ଆରେ ପ୍ରଧାନମନ୍ତ୍ରୀ ଏଠି ସ୍ୱଚ୍ଛ ଭାରତ ଅଭିଯାନ କରୁଛନ୍ତି କିନ୍ତୁ ତୁ ଏଠି ରୋଡ ସାଇଡ ରେ ଛି ଛୁ ଗନ୍ଧେଇଲା। ମୁଁ ତ ବୁଢା ବୟସରେ ଝାଡା ବସୁଥିଲି ତମେ ତ ତରା ତର ହେଇ କୁକୁର ପଶିଲା ଭଳିଆ ପସି ଆସୁଥିଲ।

[7:17]ଯା ହଉ ଟଙ୍କା ତା କୁ ବଞ୍ଚିଗଲା। ଏ ଯା ଯା ଯା ତୁ ତୋ ଘରେ ପାଇଖାନାରେ ବସିବୁ ପରିବେଶକୁ ସବୁବେଳେ ଦୁଷିତ କରନା।

[7:29]ହେଲେ ତୁ ତ ବଡ ବକଲିଆ ଟା କିଏ ରେ ଯେ ତୋତେ ଆଗୁଚି ମୁଁ ତ ଛି ତୋତେ ପସିକି ଯାଉଛି।

[7:41]ହେ ଦି ଝାଡିବିନି ତାକୁ ହେ ତିନି ମାସ ହେଲାଣି ବାକି କରିକି ରଖିଛି ଟଙ୍କା ଟା ଦବକୁ କହିଲେ ଖାଲି ଟଙ୍କା ଟା ବଡ ନୁହଁ ସମ୍ପର୍କ ଟା ବଡ ନୁହଁ କହି ଗାଲୁ ମିଛେ କହୁଛି। ହଁ ପରେ ବାପା ଏବେ ତ ଦୋକାନ ପଟେ ସେ ଗଲେ ମୁଁ ଆଉ ଗାମୁଛା ରେ ଲୁଚେଇକି ନ ଦେଖିଲା ଭଳି ନ ଶୁଣିଲା ଭଳି ପଳଉଛନ୍ତି ସେ। ହେ ସୁକୁଟା ଚାଲ ତା ଘରକୁ ଆଜି ତାକୁ ବାନ୍ଧିକି ଟଙ୍କା ଆଣିବା। ବାପା ତମେ ତ କାହାକୁ ତମ ଦେହର ମଇଳ ବି ବାକି ରେ ଦିଅନି ତାଙ୍କୁ କେମିତି ବାକି ଦେଲ? ଆରେ ମୁଁ ନୁହେଁ ରେ ମୋ ବାପା ଓ ମୋ ମା ମୁଁ ସେ ବାକି କରିଛି ମୋ ବାପା ତ ମରିଗଲାଣି କିନ୍ତୁ ୟେ ଯାଏଁ ବାକି ଟଙ୍କା ଦଉନି କି ନିଜେ ମରୁନି।

[8:58]ତମେ କଣ ପାଇଁ କାନ୍ଦୁଛ ପିଇସା ତାକୁ ନା? ପିଇସା ଆଉ କୁଅଛନ୍ତି ସିଏ ତ ତୋ ମୋର ଟଙ୍କା ନେଇକି ପରା ଯାଉଥିଲେ ବାଟରେ ଦି'ଟା ମଦୁଆ ଆଙ୍କ ଦେହରେ ଗାଡି ବାଡେଇକି ସବୁ ଟଙ୍କା ଛଡେଇ ନେଇଗଲେ।

[9:39]ଗାଡି ମୁଣ୍ଡରେ ବାଜିଥିବାରୁ ତାଙ୍କ ଦେହ ପରା ହଲିଯାଇଛି।

[9:46]ଆଉ ସେ ଏବେ କୋମାରେ। ବୋଉ ମାରି ଏବେ ପିଇସା କୋଉଠି ଅଛନ୍ତି? ମେଡିକାଲରେ ହେଲେ ଭୁଲିବା ପୂର୍ବରୁ କହିକି ମତେ ଯାଇଛନ୍ତି ସାବିତ୍ରୀ ମୋ ଦେହ ଠିକ ହଉ କି ନ ହଉ ଘର ବିକିକି ଆଗ ଭୀମା ଭାଇକୁ ଟଙ୍କା ଟା ଦେଇଦବ। କାହିଁକି ନା ସେ ଜଣେ ପରା ଦେବତୁଲ୍ୟ ଲୋକ। କଣ କହିଲା ସେ ମୁଁ ଦେବତୁଲ୍ୟ ଲୋକ ଓହୋ।

[10:19]ହେ ସୁଣ ମାରେ ଥାଉ ଥାଉ ତମର ଏବେ ଟଙ୍କା ଦବା ଦରକାର ନାହିଁ। ଲୋକଟା ମେଡିକାଲରେ ପଡିଛି ଠିକ ହେଲେ ଟଙ୍କା ଦେଇ ଦବୁ ନାହିଁ। ହେ ସୁକୁଟା ଟଙ୍କା ନେଇଯାଉଛୁ କଣ ପଇସା ୧୦୦୦ ଟଙ୍କା ପିଇସା ୧୦୦୦ ଟଙ୍କା ଆମର ଆସୁଛି।

[11:04]ଦେଖିଲୁ ସାବିତ୍ରୀ ଏ ମେଡିକାଲ କାହାଣୀ ଟା କେମିତି କାମ ଦେଲା। ଆରେ ଆମେ କଣ ନୂଆ ବାକି ଖାଉଥିଲା କଣ। ଆରେ କେତେ ଜଣ ତ ତମ ବାକି ଖାଇକି ଚୁଟି ପାଚିଲେଣି ନା। ତମର ଯୋଉ ବୁଦ୍ଧି ହୁଁ ତମର ଯୋଉ ବୁଦ୍ଧି। ଏ ଆସିଲା ମୋ ଠୁ ଟଙ୍କା ଲବକୁ ଆରେ ୨୦୦୦ ଟଙ୍କା ଲବକୁ ଆସିଥିଲା ୧୦୦୦ ଟଙ୍କା ଦେଇକି ଗଲା।

[11:57]ଏ ଏ ଏ ଏ ହେ ହେ ହେ ହେ ଏ ମିଳିଗଲାଣି ମିଳିଗଲାଣି ମିଳିଗଲାଣି ଚାଲ ଚାଲ ତାଙ୍କୁ ପୁଣି ବକଲି ଖାଇବା ହେ ହେ ହେ ହେ। ଛି ଛି ଲୁଚ ଲୁଚ ସେ ଭୀମା ଯିଏ ନା ଦୋକାନରୁ ଖାଇବା।

[12:38]ପିଲେ ଏ ଟଙ୍କା ସକାଳ ସକାଳ ଏତେ ଟଙ୍କା କୋଉଠୁ ପାଇଲୁ କିଏ ତତେ ଦେଇ ଦେଇଛି ପଥେ ହେ ତମର ଇ ଟଙ୍କା ଆମକୁ ପିଇସା ଦେଲେ ଖାଇବାକୁ।

[12:48]କଣ ହେଲା ପିଇସା ଦେଲେ ହେ ବାପ ତୁ ଆସ ଏ ସବୁ ଠୁ ଦୂରେଇ ପକେଇବୁ। ଚାଲ ରେ ଦଉଡ।

[13:00]ଆରେ ହେ ଏ ତ ମୋର ଟଙ୍କା ରେ ସୁକୁଟା ଚାଲ ରେ ଜଲ୍ଦି।

Need another transcript?

Paste any YouTube URL to get a clean transcript in seconds.

Get a Transcript