[0:00]ଜୟ ଜଗନ୍ନାଥ ଫ୍ରେଣ୍ଡସ, ଦିସ୍ ଇଜ୍ ବାସୁଦେବ ପଣ୍ଡା ୱେଲକମ୍ ଟୁ ମାଷ୍ଟର ଅଫ୍ ଇଂଲିଶ । ପିଲା ଜିଓଗ୍ରାଫି ବହୁତ ପିଲା କହୁଥିଲେ ଜିଓଗ୍ରାଫି ଜିଓଗ୍ରାଫି, ଜିଓଗ୍ରାଫିର ଅଲରେଡି ଲଙ୍ଗ୍ କୋସଚିନ୍ ଦିଆଯାଇଛି 2026 ପାଇଁ ।
[0:10]ଆଣ୍ଡ ଦୋଜ ଆର୍ ହନ୍ଦ୍ରେଡ୍ ପର୍ସେଣ୍ଟ୍ ମାନେ ଆସିବ । ସେଥିରୁ ବାର ଟିକିଏ ସବୁ ଚାପ୍ଟର ୱାଇଜ୍ ତମକୁ ଦିଆଯାଇଛି ।
[0:16]ତ ତମମାନଙ୍କ ଅନୁରୋଧ, ଲାଷ୍ଟ 48 ଆୱାର୍ସ୍ ଆମର ଅଛି । 48 ଆୱାର୍ସ ଅଫ୍ ପ୍ରିପାରେସନ୍ ପାଇଁ,
[0:23]ତମମାନଙ୍କ ପାଇଁ କଣ ପାର୍ଥକ୍ୟ ଦର୍ଶାଅ ଆଣ୍ଡ୍ ସଂକ୍ଷିପ୍ତ ଟିପ୍ପଣୀ ଯାହା ଆସିବା କଥା, ବେସି ପ୍ରଶ୍ନ ନାହିଁ, କମ୍ ପ୍ରଶ୍ନ ଅଛି ।
[0:29]ତ ମୋଷ୍ଟ୍ ଇମ୍ପୋର୍ଟାଣ୍ଟ୍ କୋସଚିନ୍ ପଢିଦବା ପିଲେ । ଠିକ୍ ଅଛି ।
[0:35]ହଁ ୟେସ । ପଢିଦବା ଆଣ୍ଡ ଯଦି ନୂଆ ଅଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବନି, ଭିଡିଓକୁ ଲାଇକ୍ ଆଉ ସେଆର୍ କରିଦିଅ ଯାହାପରେ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ପିଲେ ।
[0:43]ଆସନ୍ତାକାଲି ମାନେ ଫିଜିକ୍ସ ପରୀକ୍ଷା ସରିଲା ପରେ ପରେ ଜିଓଗ୍ରାଫି ପାଇଁ ଆମର ପ୍ରିପାରେସନ୍ ଷ୍ଟାର୍ଟ ହେଇଯିବ ।
[0:49]ସୋ ଷ୍ଟେ ଟ୍ୟୁନ୍ଡ୍ ୱିଥ୍ ମାଷ୍ଟର ଅଫ୍ ଇଂଲିଶ । ସୋ ପ୍ରଥମ ପ୍ରଶ୍ନ, ଫୋର୍ଷ୍ଟ କୋସଚିନ୍ କଣ ଅଛି ଦେଖ ପିଲେ ।
[0:54]ଫୋର୍ଷ୍ଟ କୋସଚିନ୍ ହେଲା ସ୍ଥାନାନ୍ତରଣ, ଆକର୍ଷଣ ଓ ବିକର୍ଷଣର କାରଣ । ଦୁଇ ନମ୍ବର ପ୍ରଶ୍ନ ହେଲା କୃଷିଭିତ୍ତିକ ଶିଳ୍ପ ଓ ମାନବଭିତ୍ତିକ ଶିଳ୍ପ ।
[1:00]ତିନି ନମ୍ବର ହେଲା ବ୍ୟାବହାରିକ ସ୍ଥୂଳ ଚିନ୍ତାଧାରା ଓ ସମାଜମଙ୍ଗଳ ସ୍ଥୂଳ ଚିନ୍ତାଧାରା । ଚାରି ନମ୍ବର ହେଲା ଚିତ୍ତବିନୋଦନ ସହର ଓ ସାଂସ୍କୃତିକ ସହର ।
[1:08]ପାଞ୍ଚ ହେଲା ସ୍ୱାଧୀନତା ପୂର୍ବରୁ ସହର ଓ ଆଧୁନିକ ସହର । ଛଅ ହେଲା ଜାତୀୟ ଜଳପଥ ନମ୍ବର ଏକ ଓ ନମ୍ବର ଦୁଇ ।
[1:17]ପରବର୍ତ୍ତୀ ପ୍ରଶ୍ନ, ରବି ଋତୁ ଚାଷ ଓ ଜୟଦ ଋତୁ ଚାଷ । ଜଳାଭାବ ଓ ବୃଷ୍ଟିଜଳ ଅମଳ ।
[1:23]ନଅ ନମ୍ବର ହେଲା ବିଜୁ ଏକ୍ସପ୍ରେସ୍ ଓ ଓଡିଶା ରାଜ୍ୟ ରାଜପଥ । ଦଶ ନମ୍ବର ହେଲା ଉଚ୍ଚତର ବୁଦ୍ଧିସାପେକ୍ଷ ବୃତ୍ତି ମାଧ୍ୟମିକ ବୃତ୍ତି ।
[1:30]ଏଗାର ନମ୍ବର ହେଲା ଜଳବିଦ୍ୟୁତ୍ ଶକ୍ତି ଓ ସୌର ଶକ୍ତି । ବାର ନମ୍ବର ହେଲା ଜଳର ସୁଲଭତା ଓ ଉପଯୋଗିତା ।
[1:35]ତାପରେ 13 ନମ୍ବର ପ୍ରଶ୍ନ ପିଲେ, 13 ନମ୍ବର ପ୍ରଶ୍ନ କଣ ଅଛି ଦେଖ ।
[1:40]13 ନମ୍ବର ପ୍ରଶ୍ନ ହେଲା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ । 14 ନମ୍ବର ପ୍ରଶ୍ନ ହେଲା ଇଣ୍ଟରନେଟ୍ ଓ ଭୌଗୋଳିକ ସୂଚନା ସେବା ।
[1:45]15 ନମ୍ବର ହେଲା ଜଳ ବିଭାଜିକା ପରିଚାଳନା ଓ ବୃଷ୍ଟିଜଳ ଅମଳ । 16 ନମ୍ବର ହେଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଓ ବିଶାଖାପଟ୍ଟନମ୍ ଇସ୍ପାତ ଶିଳ୍ପ ।
[1:52]17 ନମ୍ବର ହେଲା ପର୍ଯ୍ୟଟନ ସହର ଓ ସାଂସ୍କୃତିକ ସହର । ତାପରେ ପିଲେ 18 ନମ୍ବର ପ୍ରଶ୍ନ ପାଖରେ ଆମେ ଅଲରେଡି ପହଞ୍ଚିଗଲେଣି ।
[2:00]18 ନମ୍ବର ପ୍ରଶ୍ନଟି କଣ? ଗ୍ରାମ୍ୟ ଜନବସତି ସମସ୍ୟା ଓ ସହରାଞ୍ଚଳ ଜନବସତି ସମସ୍ୟା ।
[2:07]19 ହେଲା ବୈଦେଶିକ ବାଣିଜ୍ୟ ଓ ବାଣିଜ୍ୟର ଦିଗ । 20 ନମ୍ବର ହେଲା ଜୀବଜନ୍ତୁ ଭିତ୍ତିକ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ।
[2:14]21 ନମ୍ବର ହେଲା ସ୍ଥିର ଜନସଂଖ୍ୟା ଓ ହ୍ରାସ ଜନସଂଖ୍ୟା । 22 ନମ୍ବର ହେଲା ମାନବୀୟ ବିକାଶ ଓ ବିକାଶ ସୂଚକ ।
[2:20]23 ନମ୍ବର । 23 ନମ୍ବରରେ ଅଛି ପିଲେ ସ୍ଵର୍ଣ୍ଣ ଚତୁର୍ଭୁଜ ସଡ଼କପଥ ଓ ଏକ୍ସପ୍ରେସ ୱେ ।
[2:25]24 ହେଲା କାଣ୍ଡଲା ଓ କୋଚି । 25 ହେଲା ଅତି ସଂକୀର୍ଣ୍ଣ ଗେଜ୍ ଓ ସାରିଆ ଗେଜ୍ ।
[2:30]26 ହେଲା ଖୁଚୁରା ବାଣିଜ୍ୟ, ପାଇକାରୀ ବାଣିଜ୍ୟ କେନ୍ଦ୍ର । 27 ହେଲା ବଜାର ବଗିଚା ଚାଷ, ଉଦ୍ୟାନ କୃଷି ।
[2:35]28 ହେଲା ଶିଳ୍ପ ଓ ବାଣିଜ୍ୟ । 29 ହେଲା ଆଭ୍ୟନ୍ତରୀଣ ବନ୍ଦର ଓ ବାଣିଜ୍ୟ ବନ୍ଦର ।
[2:40]ଦେନ୍ 30 ନମ୍ବର ହୋଉଛି ବର୍ଗାକାର ଜନବସତି ଓ ଟି ସଦୃଶ ଜନବସତି । 31 ନମ୍ବର ଜନସଂଖ୍ୟା ଜନଗଣନା ।
[2:47]32 ନମ୍ବର ଭାରତର ଧାର୍ମିକ ଭାଷାଗତ ଗଠନ । 33 ନମ୍ବର ଭାରତର ତମ୍ବା ଓ ମାଙ୍ଗାନିଜ୍ ଖଣିଜ ସମ୍ପଦ ।
[2:53]34 ନମ୍ବର ହେଉଛି ଧରିତ୍ରୀ ବିକାଶ ଓ ମାନବୀୟ ବିକାଶ । 35 ନମ୍ବର ହେଲା ସ୍ଵର୍ଣ୍ଣ ଚତୁର୍ଭୁଜ ସଡ଼କପଥ ଓ ଏକ୍ସପ୍ରେସ ୱେ ।
[2:59]36 ନମ୍ବର କାଣ୍ଡଲା ଓ କୋଚି । ତାପରେ ଆଇଲା ପିଲେ ସଂକ୍ଷିପ୍ତ ଟିପ୍ପଣୀ ।
[3:04]ସଂକ୍ଷିପ୍ତ ଟିପ୍ପଣୀରେ ବି ବେସି କିଛି ପ୍ରଶ୍ନ ନାହିଁ । ସଂକ୍ଷିପ୍ତ ଟିପ୍ପଣୀରେ ଏକ ନମ୍ବର ଓଡିଶାର ବକ୍ସାଇଟ୍ ।
[3:08]ଦୁଇ ନମ୍ବର ହେଲା ଜ୍ଞାନ ଆଧାରିତ ଶିଳ୍ପ । ତିନି ନମ୍ବର ବିକ୍ଷିପ୍ତ ଜନବସତି । ଚାରି ନମ୍ବର ସ୍ଥାନାନ୍ତରଣର କାରଣ । ପାଞ୍ଚ ହେଲା ସହରାଞ୍ଚଳ ଜନବସତି ସମସ୍ୟା ।
[3:16]ତାପରେ ଆଇଲା ପିଲେ ଛଅ ନିର୍ଭରଶୀଳ ଜନସଂଖ୍ୟା । କଣ ନିର୍ଭରଶୀଳ ଜନସଂଖ୍ୟା? ସାତ ନମ୍ବର ଭୂମଧ୍ୟସାଗରୀୟ କୃଷି ।
[3:22]ସାତ ନମ୍ବର ମେଗାଲୋପୋଲିସ୍ । ନଅ ନମ୍ବର ହେଲା ଭୂଗର୍ଭ ଜଳ ସମ୍ବଳ । 10 ନମ୍ବର ବୃଷ୍ଟିଜଳ ଅମଳ ।
[3:28]11 ହେଲା ଓଡିଶାର ରେଳପଥ । 12 ନମ୍ବର ହେଲା ଉପଗ୍ରହ ଯୋଗାଯୋଗ । 13 ନମ୍ବର ହେଲା CPWD ।
[3:36]ତାପରେ ହେଲା 14, 15 । 14 ନମ୍ବର ବିଶ୍ୱେଶ୍ଵରାଇୟା ଲୋହିସ୍ପାତ ଲିମିଟେଡ୍ । 15 ନମ୍ବର ହେଲା ଭାରତର ପାଇପଲାଇନ୍ ।
[3:41]ସୋ ଦିଜ୍ ଆର୍ ଦ ମୋଷ୍ଟ୍ ପ୍ରୋବେବଲ କୋସଚିନ୍ । ୱାନ ସଟ୍ କୋସଚିନ୍ ଫର୍ ଦ ଅପକମିଙ୍ଗ୍ ଏକ୍ସାମ ।
[3:46]ଥ୍ୟାଙ୍କ୍ ୟୁ ଫର୍ ୱାଚିଙ୍ଗ୍ ଟିଲ୍ ଦେନ୍ । ଷ୍ଟେ ଟ୍ୟୁନ୍ଡ୍ ୱିଥ୍ ମାଷ୍ଟର ଅଫ୍ ଇଂଲିଶ । ଜୟ ଜଗନ୍ନାଥ ।



